ନବରଙ୍ଗପୁର: ଶ୍ମଶାନ ବିବାଦରୁ ଅନ୍ତିମ ସଂସ୍କାର ହୋଇ ପାରୁନାହିଁ, ମୃତଦେହ ରାସ୍ତାରେ ରଖି ଆନ୍ଦୋଳନ

ନବରଙ୍ଗପୁର/ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ନିକଟରେ ଏକ ମଶାଣି ବିବାଦ ଉଗ୍ର ରୁପ ନେଇଛି। ଜଣେ ବୃଦ୍ଧାଙ୍କ ଶବ ସଂସ୍କାର ନେଇ ବିବାଦ ଉପୁଜିବା ପରେ ଦିନ ୧୧ଟାରୁ ଲୋକେ ମୃତଦେହ ରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି। ଖବରପାଇ ପୁଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ରାଇଘର ଧଡ୍ରାପରାଠାରେ ୭ ଏକ ଜଙ୍ଗଲ ଜମିକୁ ଶ୍ମଶାନ ପାଇଁ ବ୍ୟବସ୍ଥା … Continue reading ନବରଙ୍ଗପୁର: ଶ୍ମଶାନ ବିବାଦରୁ ଅନ୍ତିମ ସଂସ୍କାର ହୋଇ ପାରୁନାହିଁ, ମୃତଦେହ ରାସ୍ତାରେ ରଖି ଆନ୍ଦୋଳନ